MATHEMATICS Courses

Most popular
Trending

All MATHEMATICS Courses

We found 2 courses available for you
See
Free

ସରଳ ସହସମୀକରଣ

All Levels

ସରଳ ସହସମୀକରଣ …

What you'll learn
ଏହିପାଠଟି ପଢି ସାରିବାପରେ ପିଲାମାନେ
ବିଭିନ୍ନ ସମୀକରଣମାନଙ୍କ ମଧ୍ୟରୁ ଏକଘାତୀ ସମୀକରଣ ଚିହ୍ନିପାରିବେ
ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣଟିଏ ଲେଖିପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣର ସମାଧାନ କରିପାରିବେ ।
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ସମୀକରଣଟିଏ ଲେଖି ପାରିବେ
ଦୁଇଚଳ ସମ୍ବଳିତ ଏକଘାତୀ ସମୀକରଣର ଲେଖଅଙ୍କନ କରି ପାରିବେ
ଦୁଇଚଳ ସମ୍ବଳିତ ଏକ ଏକଘାତୀ ସମୀକରଣର ସମାଧାନ ମାନ ନିର୍ଣ୍ଣୟ କରି ପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ବୀଜଗାଣିତିକପଦ୍ଧତିରେ ସମାଧାନ କରିପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ଲେଖଅଙ୍କନ ପଦ୍ଧତିରେ ସମାଧାନ କରିପାରିବେ
ଦୈନନ୍ଦିନ ଜୀବନର ସମସ୍ୟାବଳୀକୁ ଏକ ବା ଦୁଇଚଳ ସମ୍ବଳିତ ଏକଘାତୀ, ସମୀକରଣ ମାଧ୍ୟମରେ ପ୍ରକାଶ କରିପାରିବ ଓ ତା’ର ସମାଧାନ କରି ପାରିବେ ।
Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
  • Attributes
  • Custom attributes
  • Custom fields
Compare
Wishlist 0
Open wishlist page Continue shopping