Popular Instructors
All MATHEMATICS Courses
What you'll learn
ଏହିପାଠଟି ପଢି ସାରିବାପରେ ପିଲାମାନେ
ବିଭିନ୍ନ ସମୀକରଣମାନଙ୍କ ମଧ୍ୟରୁ ଏକଘାତୀ ସମୀକରଣ ଚିହ୍ନିପାରିବେ
ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣଟିଏ ଲେଖିପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣର ସମାଧାନ କରିପାରିବେ ।
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ସମୀକରଣଟିଏ ଲେଖି ପାରିବେ
ଦୁଇଚଳ ସମ୍ବଳିତ ଏକଘାତୀ ସମୀକରଣର ଲେଖଅଙ୍କନ କରି ପାରିବେ
ଦୁଇଚଳ ସମ୍ବଳିତ ଏକ ଏକଘାତୀ ସମୀକରଣର ସମାଧାନ ମାନ ନିର୍ଣ୍ଣୟ କରି ପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ବୀଜଗାଣିତିକପଦ୍ଧତିରେ ସମାଧାନ କରିପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ଲେଖଅଙ୍କନ ପଦ୍ଧତିରେ ସମାଧାନ କରିପାରିବେ
ଦୈନନ୍ଦିନ ଜୀବନର ସମସ୍ୟାବଳୀକୁ ଏକ ବା ଦୁଇଚଳ ସମ୍ବଳିତ ଏକଘାତୀ, ସମୀକରଣ ମାଧ୍ୟମରେ ପ୍ରକାଶ କରିପାରିବ ଓ ତା’ର ସମାଧାନ କରି ପାରିବେ ।