Sorry, we can not find any courses for this search.
You may want to check Our Hot Courses:
MENSURATION CLASS X(ପରିମିତି ଦଶମ)ବୃତ୍ତ ,ସିଲିଣ୍ଡର ,ପ୍ରିଜିମ,କୋନ ଗୋଲକ
What you'll learn
ଏହି ପାଠଟି ରେ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ବିବରଣୀ ସହ କରାଯାଇଛି ।
ଛାତ୍ରଛାତ୍ରୀମାନେ ସହଜରେ ସମସ୍ତ ପ୍ରଶ୍ନର ଉତ୍ତର ବୁଝିପାରିବେ ଓ କରିପାରିବେ।
ଦ୍ଵିଘାତ ସମୀକରଣ(QUADRATIC EQUATION)
What you'll learn
ଏହି ପାଠଟି ପଢ଼ିସାରିବା ପରେ ପିଲାମାନେ
ଦତ୍ତ ସମୀକରଣମାନଙ୍କ ମଧ୍ୟରୁ ଦ୍ଵିଘାତୀ ସମୀକରଣକୁ ଚିହ୍ନଟ କରିପାରିବେ
ଗୋଟିଏ ଦ୍ଵିଘାତୀ ସମୀକରଣକୁ ମାନକ ଆକୃତିରେ ପ୍ରକାଶ କରି ପାରିବେ ।
ଦ୍ଵିଘାତୀ ସମୀକରଣର ସମାଧାନ କରିପାରିବେ (i) ଉତ୍ପାଦକ ନିର୍ଣ୍ଣୟ ପ୍ରଣାଳୀ ଦ୍ଵାରା (ii) ଦିଘାତୀ ସୂତ୍ର ପ୍ରୟୋଗ ଦ୍ଵାରା
ଭାଷାରେ ପ୍ରକାଶିତ ପ୍ରଶ୍ନକୁ ଦ୍ବିଘାତୀ ସମୀକରଣରେ ପରିଣତ କରି ତାକୁ ସମାଧାନ କରିପାରିବେ ।
ସରଳ ସହସମୀକରଣ
What you'll learn
ଏହିପାଠଟି ପଢି ସାରିବାପରେ ପିଲାମାନେ
ବିଭିନ୍ନ ସମୀକରଣମାନଙ୍କ ମଧ୍ୟରୁ ଏକଘାତୀ ସମୀକରଣ ଚିହ୍ନିପାରିବେ
ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣଟିଏ ଲେଖିପାରିବେ
ଏକଚଳ ସମ୍ବଳିତ ଏକଘାତୀ ସମୀକରଣର ସମାଧାନ କରିପାରିବେ ।
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ଉଦାହରଣ ଦେଇ ପାରିବେ
ଦୁଇଟଳ ସମ୍ବଳିତ ଏକଘାତୀ ସମୀକରଣର ସମୀକରଣଟିଏ ଲେଖି ପାରିବେ
ଦୁଇଚଳ ସମ୍ବଳିତ ଏକଘାତୀ ସମୀକରଣର ଲେଖଅଙ୍କନ କରି ପାରିବେ
ଦୁଇଚଳ ସମ୍ବଳିତ ଏକ ଏକଘାତୀ ସମୀକରଣର ସମାଧାନ ମାନ ନିର୍ଣ୍ଣୟ କରି ପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ବୀଜଗାଣିତିକପଦ୍ଧତିରେ ସମାଧାନ କରିପାରିବେ
ଦୁଇଚଳ ସମ୍ବଳିତ ଏକଯୋଡ଼ା ସମୀକରଣକୁ ଲେଖଅଙ୍କନ ପଦ୍ଧତିରେ ସମାଧାନ କରିପାରିବେ
ଦୈନନ୍ଦିନ ଜୀବନର ସମସ୍ୟାବଳୀକୁ ଏକ ବା ଦୁଇଚଳ ସମ୍ବଳିତ ଏକଘାତୀ, ସମୀକରଣ ମାଧ୍ୟମରେ ପ୍ରକାଶ କରିପାରିବ ଓ ତା’ର ସମାଧାନ କରି ପାରିବେ ।